ଅର୍ଥ ମନ୍ତ୍ରଣାଳୟ

ରାଜ୍ୟ ସରକାରମାନଙ୍କୁ ଦୁଇଟି କିସ୍ତିରେ ୧,୧୬,୬୬୫ କୋଟି ଟଙ୍କାର ଟିକସ ହସ୍ତାନ୍ତର କଲେ କେନ୍ଦ୍ର ସରକାର


ପୁଞ୍ଜି ଓ ବିକାଶ ବ୍ୟୟକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧତା ଅନୁରୂପ ଏହି ପଦକ୍ଷେପ ନେଲେ ଭାରତ ସରକାର

ଓଡ଼ିଶାକୁ ଟିକସ ହସ୍ତାନ୍ତର ବାବଦରେ ମିଳିଲା ୫୨୮୩ କୋଟି ଟଙ୍କା

Posted On: 10 NOV 2022 8:05PM by PIB Bhubaneshwar

କେନ୍ଦ୍ର ସରକାର ଗୁରୁବାର ଦିନ ଦୁଇଟି କିସ୍ତିରେ ଟିକସ ହସ୍ତାନ୍ତର ଆକାରରେ ୧,୧୬,୬୬୫ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରିଛନ୍ତି । ସାଧାରଣ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୩ କୋଟି ଟଙ୍କା ତୁଳନାରେ ଏହି ଅର୍ଥ ଖୁବ ଅଧିକ ।

ଓଡ଼ିଶାକୁ ଟିକସ ହସ୍ତାନ୍ତର ବାବଦରେ ୫୨୮୩ କୋଟି ଟଙ୍କା ମିଳିଛି ।

ପୁଞ୍ଜି ଓ ବିକାଶ ବ୍ୟୟକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧତା ଅନୁରୂପ ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ରାଜ୍ୟମାନଙ୍କୁ ହସ୍ତାନ୍ତର କରାଯାଇଥିବା ଟିକସର ରାଜ୍ୟୱାରୀ ବିବରଣୀ ନିମ୍ନ ସାରଣୀରେ ଉଲ୍ଲେଖ କରାଯାଇଛି :

ନଭେମ୍ବର ୨୦୨୨ ପାଇଁ କେନ୍ଦ୍ରୀୟ ଟିକସ ଓ ଶୁଳ୍କର ରାଜ୍ୟୱାରୀ ମୋଟ୍‌ ପ୍ରାପ୍ତି ସଂକ୍ରାନ୍ତରେ ନିମ୍ନ ସାରଣୀରେ ଉଲ୍ଲେଖ କରାଯାଇଛି ।

 

କ୍ରଂସଂ

ରାଜ୍ୟର ନାମ

ମୋଟ୍‌ କୋଟିରେ

1

ଆନ୍ଧ୍ର ପ୍ରଦେଶ

4721

2

ଅରୁଣାଚଳ ପ୍ରଦେଶ

2050

3

ଆସାମ

3649

4

ବିହାର

11734

5

ଛତିଶଗଡ଼

3975

6

ଗୋଆ

450

7

ଗୁଜରାଟ

4058

8

ହରିୟାଣା

1275

9

ହିମାଚଳ ପ୍ରଦେଶ

968

10

ଝାଡ଼ଖଣ୍ଡ

3858

11

କର୍ଣ୍ଣାଟକ

4255

12

କେରଳ

2246

13

ମଧ୍ୟପ୍ରଦେଶ

9158

14

ମହାରାଷ୍ଟ୍ର

7370

15

ମଣିପୁର

835

16

ମେଘାଳୟ

895

17

ମିଜୋରାମ

583

18

ନାଗାଲାଣ୍ଡ

664

19

ଓଡ଼ିଶା

5283

20

ପଞ୍ଜାବ

2108

21

ରାଜସ୍ଥାନ

7030

22

ସିକିମ

453

23

ତାମିଲନାଡ଼ୁ

4759

24

ତେଲଙ୍ଗାନା

2452

25

ତ୍ରିପୁରା

826

26

ଉତ୍ତର ପ୍ରଦେଶ

20929

27

ଉତ୍ତରାଖଣ୍ଡ

1304

28

ପଶ୍ଚିମବଙ୍ଗ

8777

 

ସର୍ବମୋଟ

116665

 

*******

P.S.



(Release ID: 1875047) Visitor Counter : 126