ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କାଶୀରେ ଦେବ ଦୀପାବଳି ପାଳନର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 07 NOV 2022 10:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶୀ ଠାରେ ଦେବ ଦୀପାବଳି ପାଳନର ସୁନ୍ଦର ଝଲକ ଶେୟାର କରିଛନ୍ତି ।  

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“କାଶୀର ଅଦ୍ଭୁତ ଓ ଅଲୌକିକ ଦେବ ଦୀପାବଳି ଅଭିଭୂତ କରିବା ଭଳି ! ଏହି ପ୍ରାଚୀନ ଓ ପବିତ୍ର ସହରରେ ପାଳିତ ଦେବ ଦୀପାବଳି ଉତ୍ସବର କିଛି ଝଲକ... ”

“ଦେବ ଦୀପାବଳି ସ୍ୱତନ୍ତ୍ର ଓ କାଶୀରେ ଦେବ ଦୀପାବଳି ବେଶ ସ୍ମରଣୀୟ । ଶାଶ୍ୱତ କାଶୀ ସହରର କିଛି ଚମତ୍କାର ଚିତ୍ର ଉପରେ ନଜର ପକାନ୍ତୁ... ” 

 

SR



(Release ID: 1874886) Visitor Counter : 80