ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୁନୋରେ ଛଡା ଯାଇଥିବା ଚିତାଙ୍କ ସମ୍ପର୍କିତ ଖବର ଶେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
06 NOV 2022 9:47AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୂଚନା ଦେଇଛନ୍ତି ଯେ, ବାଧ୍ୟତାମୂଳକ ପୃଥକବାସ ପରେ କୁନୋ ବାସସ୍ଥଳୀ ସହ ଖାପ ଖୁଆଇବା ପାଇଁ ୨ଟି ଚିତାଙ୍କୁ ବୃହତ ଏନକ୍ଲୋଜରରେ ଛଡା ଯାଇଛି ।
ଶ୍ରୀ ମୋଦୀ ଟ୍ୱିଟ କରିଛନ୍ତି;
“ବଢିଆ ଖବର ! ମୋତେ ସୂଚନା ଦିଆଯାଇଛି ଯେ, ବାଧ୍ୟତାମୂଳକ ପୃଥକବାସ ପରେ କୁନୋ ବାସସ୍ଥଳୀ ସହ ଖାପ ଖୁଆଇବା ପାଇଁ ୨ଟି ଚିତାଙ୍କୁ ବୃହତ ଏନକ୍ଲୋଜରରେ ଛଡା ଯାଇଛି । ଅନ୍ୟମାନଙ୍କୁ ଶୀଘ୍ର ଛଡାଯିବ । ସମସ୍ତ ଚିତା ସୁସ୍ଥ, ସକ୍ରିୟ ଥିବା ସହ ପରିବେଶ ସହ ଭଲ ଭାବେ ଖାପ ଖୁଆଉଥିବା ଜାଣି ଖୁସି ।”
SR
(ରିଲିଜ ଆଡି: 1874121)
ପରିଦର୍ଶକ କାଉଣ୍ଟର : 197
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam