ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜୁରାଟର ଏକତା ନଗରରେ ମେଜ୍ ଗାର୍ଡେନ୍ ଏବଂ ମିୟାୱାକି ଫରେଷ୍ଟକୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
30 OCT 2022 7:25PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଏକତା ନଗରରେ ମେଜ୍ ଗାର୍ଡେନ୍ ଏବଂ ମିୟାୱାକି ଫରେଷ୍ଟ କୁ ଉତ୍ସର୍ଗ କରିଛନ୍ତି।
