ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାଇ ଦୁଜ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 27 OCT 2022 8:31AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାଇ ଦୁଜ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଭାଇ-ଭଉଣୀଙ୍କ ଅପାର ସ୍ନେହ ଓ ଅତୁଟ ବିଶ୍ୱାସର ପ୍ରତୀକ ପର୍ବ ଭାଇ ଦୁଜ ଅବସରରେ ଆପଣମାନଙ୍କୁ ଅନେକ ଶୁଭକାମନା ।

 

SR


(ରିଲିଜ ଆଡି: 1871253) ପରିଦର୍ଶକ କାଉଣ୍ଟର : 155