ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବଦ୍ରିନାଥ ଧାମରେ ପ୍ରଧାନମନ୍ତ୍ରୀଙ୍କ ପୂଜା ଓ ଦର୍ଶନ


ଅଳକନନ୍ଦା ନଦୀ ସମ୍ମୁଖ ବିକାଶ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା

प्रविष्टि तिथि: 21 OCT 2022 3:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୧.୧୦.୨୦୨୨) ଶ୍ରୀବଦ୍ରିନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀ ମୋଦୀ ଭିତର ଗର୍ଭଗୃହରେ ପ୍ରାର୍ଥନା କରିଥିଲେ । ସେ ମଧ୍ୟ ଅଳକନନ୍ଦା ନଦୀ ପାର୍ଶ୍ଵ ବିକାଶମୂଳକ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହିତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂ ଧାମୀ ଓ ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ଗୁରମିତ ସିଂ ମଧ୍ୟ ଉପସ୍ଥିତ ଥିଲେ ।

 

***** 

SM/SLP


(रिलीज़ आईडी: 1870023) आगंतुक पटल : 173
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam