ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଜୟ ଦଶମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 06 OCT 2022 7:37AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଜୟ ଦଶମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ମୋଦୀ ଏହା ମଧ୍ୟ ଆଶା କରିଛନ୍ତି ଯେ ଏହି ଶୁଭ ଉତ୍ସବ ସମସ୍ତଙ୍କ ଜୀବନରେ ସାହସ, ସଂଯମତା ଏବଂ ସକରାତ୍ମକ ଶକ୍ତି ଆଣିଦେଉ

 ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

 “ବିଜୟର ପ୍ରତୀକ ବିଜୟ ଦଶମୀ ଅବସରରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ ମୁଁ ଚାହେଁ ଯେ ଏହି ଶୁଭ ଉତ୍ସବ ସମସ୍ତଙ୍କ ଜୀବନରେ ସାହସ, ସଂଯମତା ଏବଂ ସକରାତ୍ମକ ଶକ୍ତି ଆଣିଦେଉ

HS


(रिलीज़ आईडी: 1865462) आगंतुक पटल : 186
इस विज्ञप्ति को इन भाषाओं में पढ़ें: Assamese , English , Urdu , हिन्दी , Marathi , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam