ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡବ୍ଲ୍ୟୁଆଇପିଓ ର ବିଶ୍ୱ ଅଭିନବ ସୂଚକାଙ୍କରେ ଭାରତ ୪୦ ତମ ସ୍ଥାନକୁ ଉନ୍ନୀତ ହୋଇଥିବାରୁ ଆମର ଉଦ୍ଭାବକମାନଙ୍କ ପାଇଁ ଗର୍ବ ଅନୁଭବ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 29 SEP 2022 9:26PM by PIB Bhubaneshwar

ବିଶ୍ୱ ବୌଦ୍ଧିକ ଗୁଣଧର୍ମ ସଂଗଠନ (ଡବ୍ଲ୍ୟୁଆଇପିଓ) ବିଶ୍ୱ ଅଭିନବ ସୂଚକାଙ୍କରେ ଭାରତ ୪୦ ତମ ସ୍ଥାନକୁ ଉନ୍ନୀତ ହେବାପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଉଦ୍ଭାବକମାନଙ୍କ ପାଇଁ ଗର୍ବ ଅନୁଭବ କରିଛନ୍ତି

କେନ୍ଦ୍ର ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲଙ୍କ ଏକ ଟୁଇଟ୍ କୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

ସମଗ୍ର ଭାରତରେ ଉଦ୍ଭାବନର ଶବ୍ଦ ଗୁଞ୍ଜରିତ ହେଉଛି ଆମର ଉଦ୍ଭାବକମାନଙ୍କ ପାଇଁ ଗର୍ବିତ ଆମେ ଏକ ଦୀର୍ଘ ପଥ ଅତିକ୍ରମ କରିଛୁ ଏବଂ ନୂତନ ଶିଖରରେ ମଧ୍ୟ ପହଞ୍ଚିବାକୁ ଚାହୁଁଛୁ

HS


(रिलीज़ आईडी: 1864148) आगंतुक पटल : 134
इस विज्ञप्ति को इन भाषाओं में पढ़ें: English , Gujarati , Urdu , हिन्दी , Marathi , Bengali , Manipuri , Assamese , Punjabi , Tamil , Telugu , Kannada , Malayalam