ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମା’ ଚନ୍ଦ୍ରଘଣ୍ଟାଙ୍କୁ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
28 SEP 2022 8:55AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀରେ ଦୁର୍ଗା ମା'ଙ୍କର ତୃତୀୟ ରୂପ ଦେବୀ ଚନ୍ଦ୍ରଘଣ୍ଟାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) କୁ ମଧ୍ୟ ସେୟାର କରିଛନ୍ତି
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଆଜି ନବରାତ୍ରୀରେ ଦୁର୍ଗା ମା’ଙ୍କର ତୃତୀୟ ରୂପ ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା ଆରାଧନାର ଦିନ । ତାଙ୍କର ଅସୀମ ଅନୁଗ୍ରହ ଦ୍ୱାରା ସମସ୍ତଙ୍କ ଜୀବନ ବୀରତ୍ୱ ଓ ନମ୍ରତା ଦ୍ୱାରା ସୁଶୋଭିତ ହେଉ, ଏହା ହେଉଛି ପ୍ରାର୍ଥନା...”
HS
(Release ID: 1863175)
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam