ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହିନ୍ଦୀ ଦିବସ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 SEP 2022 10:40AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀ ଦିବସ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ହିନ୍ଦୀ ସମଗ୍ର ବିଶ୍ୱରେ ଭାରତକୁ ଏକ ବିଶେଷ ସମ୍ମାନ ଦେଇଛି । ଏହାର ସରଳତା, ସହଜତା ଏବଂ ସମ୍ବେଦନଶୀଳତା ସର୍ବଦା ଆକର୍ଷିତ କରିଥାଏ । ହିନ୍ଦୀ ଦିବସରେ ମୁଁ ସେହି ସମସ୍ତ ଲୋକଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଏହାକୁ ସମୃଦ୍ଧ ତଥା ସଶକ୍ତିକରଣ କରିବାରେ ନିରନ୍ତର ସହଯୋଗ କରିଛନ୍ତି ।

HS


(ରିଲିଜ ଆଡି: 1859233) ପରିଦର୍ଶକ କାଉଣ୍ଟର : 214