ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୨୦ବର୍ଷରୁ କମ୍ ବିଶ୍ୱ ଚାମ୍ପିଅନସିପରେ ୧୬ ଟି ପଦକ ଜିତିଥିବାରୁ ଭାରତୀୟ କୁସ୍ତି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 22 AUG 2022 10:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁ୨୦ ବିଶ୍ୱ ଚାମ୍ପିଅନସିପରେ ୧୬ ଟି ପଦକ (ପୁରୁଷ ଏବଂ ମହିଳା ଫ୍ରିଷ୍ଟାଇଲରେ ଟି କରି ଏବଂ ଗ୍ରୀକୋ-ରୋମାନରେ ) ପଦକ ଜିତିଥିବାରୁ ଭାରତୀୟ କୁସ୍ତି ଦଳକୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଆମର କୁସ୍ତିଯୋଦ୍ଧାମାନେ ଆମକୁ ପୁଣି ଗର୍ବିତ କରନ୍ତି! ୟୁ୨୦ ବିଶ୍ୱ ଚାମ୍ପିଅନସିପରେ ୧୬ ଟି ପଦକ (ପୁରୁଷ ଏବଂ ମହିଳା ଫ୍ରିଷ୍ଟାଇଲରେ ୭ଟି କରି ଏବଂ ଗ୍ରୀକୋ-ରୋମାନରେ ) ଜିତିଥିବାରୁ ଆମ ଦଳକୁ ଅଭିନନ୍ଦନ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭବିଷ୍ୟତରେ ଭାରତୀୟ କୁସ୍ତି ସୁରକ୍ଷିତ ହାତରେ ଥିବା ମଧ୍ୟ ଦର୍ଶାଉଛି!”

HS



(Release ID: 1854069) Visitor Counter : 110