ପୋଷ୍ଟ କରାଯିବା ଦିନାଙ୍କ:
11 AUG 2022 4:03PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ତାଙ୍କ ବାସଭବନରେ ଯୁବଗୋଷ୍ଠିଙ୍କ ସହ ରକ୍ଷା ବନ୍ଧନ ପାଳନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟୁଇଟରେ ଉତ୍ସବର ଝଲକ ସେୟାର କରି କହିଛନ୍ତି;
“ଏହି ଯୁବଗୋଷ୍ଠିଙ୍କ ସହ ଏକ ବିଶେଷ ରକ୍ଷା ବନ୍ଧନ ...”
HS