ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ସତ୍ୱିକ୍‍ ସାଇରାଜ ରାଙ୍କିରେଡି ଏବଂ ଚିରାଗ ଶେଟ୍ଟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 AUG 2022 3:10PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟଜି ୨୦୨୨ ରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସତ୍ୱିକ ସାଇରାଜ ରାଙ୍କିରେଡି ଏବଂ ଚିରାଗ ଶେଟ୍ଟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ଭାରତର ବ୍ୟାଡମିଣ୍ଟନ ଦଳ ସଫଳତା ଏବଂ ଉତ୍କର୍ଷତାକୁ ପୁର୍ନବାର ପ୍ରତିପାଦିତ କରିଛି ସତ୍ୱିକ ସାଇରାଜ ଏବଂ  ଚିରାଶ ଶେଟ୍ଟୀଙ୍କ ଦ୍ୱାରା ଦଳଗତ କାର୍ଯ୍ୟ ଏବଂ ଦକ୍ଷତାର ଚମତ୍କାର ପ୍ରଦର୍ଶନ ସ୍ୱର୍ଣ୍ଣ ପଦକକୁ ଦେଶକୁ ଆଣିଥିବାରୁ ସେମାନଙ୍କ ପାଇଁ ଗର୍ବିତ ଭବିଷ୍ୟତରେ ସେମାନେ ଭାରତ ପାଇଁ ଅଧିକ ପୁରସ୍କାର ଜିତନ୍ତୁ #Cheer4India"

HS


(ରିଲିଜ ଆଡି: 1850237) ପରିଦର୍ଶକ କାଉଣ୍ଟର : 154