ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଡବ୍ଲ୍ୟୁଜି ୨୦୨୨ ରେ ମହିଳା ୫୦ କିଲୋଗ୍ରାମ ବର୍ଗ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନିଖତ ଜରିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 07 AUG 2022 11:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ମହିଳା ୫୦ କିଲୋଗ୍ରାମ ବର୍ଗ ବକ୍ସିରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନିଖତ ଜରିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ନିଖତ ଜରିନ୍ ହେଉଛନ୍ତି ଭାରତର ଗର୍ବ ସେ ଜଣେ ବିଶ୍ୱ ସ୍ତରୀୟ ଆଥଲେଟ୍ ଯିଏ ତାଙ୍କ ଦକ୍ଷତା ପାଇଁ ପ୍ରଶଂସିତ ସିଡବ୍ଲୁୃ୍ୟଜିରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ବିଭିନ୍ନ ପ୍ରତିଯୋଗିତାରେ ଉତ୍କର୍ଷତା ସହିତ ସେ ବହୁତ ସ୍ଥିରତା ପ୍ରଦର୍ଶନ କରିଛନ୍ତି ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା

HS



(Release ID: 1849539) Visitor Counter : 128