ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହିଳା ୬୦ କିଲୋଗ୍ରାମ ବକ୍ସିଂରେ କାସ୍ୟପଦକ ବିଜେତା ଜସ୍ମିନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 06 AUG 2022 10:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ମହିଳା ୬୦ କିଲୋଗ୍ରାମ ବକ୍ସିଂରେ କାଂସ୍ୟପଦକ ବିଜେତା ଜସ୍ମିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ରାଜ୍ୟଗୋଷ୍ଠୀ କ୍ରୀଡାର ବିଭିନ୍ନ କ୍ରୀଡାରେ ଭାରତୀୟ କ୍ରୀଡାବିତମାନେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛନ୍ତି । ଜସ୍ମିନ ଲାମ୍ବୋରିଆ ବକ୍ସିଂରେ କାଂସ୍ୟପଦକ ଜିତିଥିବାରୁ ଆନନ୍ଦିତ । ଭବିଷ୍ୟତରେ ମଧ୍ୟ ସେ ଆହୁରି ସଫଳତା ପାଆନ୍ତୁ ବୋଲି କାମନା ।#Cheer4India 

  

SR


(रिलीज़ आईडी: 1849368) आगंतुक पटल : 133
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam