ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁରୁଷ ୯୭ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତିରେ କାଂସ୍ୟପଦକ ବିଜେତା କୁସ୍ତି ଯୋଦ୍ଧା ଦୀପକ ନେହରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
07 AUG 2022 8:16AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ପୁରୁଷ ୯୭ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତିରେ କାଂସ୍ୟପଦକ ବିଜେତା କୁସ୍ତିଯୋଦ୍ଧା ଦୀପକ ନେହରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆଉ ଜଣେ କୁସ୍ତି ଯୋଦ୍ଧାଙ୍କ ତରଫରୁ ଭାରତ ପାଇଁ ଆଉ ଏକ ପଦକ ! ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଫ୍ରିଷ୍ଟାଇଲ କୁସ୍ତିରେ ଦୀପକ ନେହରା କାଂସ୍ୟ ପଦକ ଜିତିଥିବାରୁ ଆନନ୍ଦିତ । ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । #Cheer4India”
SR
(ରିଲିଜ ଆଡି: 1849366)
ପରିଦର୍ଶକ କାଉଣ୍ଟର : 190
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam