ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପିଙ୍ଗାଲି ଭେଙ୍କୟାଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 02 AUG 2022 10:16AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନ୍ମବାର୍ଷିକୀ ଅବସରରେ ପିଙ୍ଗାଲି ଭେଙ୍କୟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ମହାନ ପିଙ୍ଗାଲି ଭେଙ୍କୟାଙ୍କୁ ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି । ଆମକୁ ତ୍ରିରଙ୍ଗା ପ୍ରଦାନରେ ପ୍ରୟାସ ପାଇଁ ଦେଶ ସର୍ବଦା ତାଙ୍କ ନିକଟରେ ଋଣୀ ରହିବତ୍ରିରଙ୍ଗା ପାଇଁ ଆମେ ଗର୍ବିତ । ତ୍ରିରଙ୍ଗାରୁ ଶକ୍ତି ଓ ପ୍ରେରଣା ନେଇ ଆମେ ଜାତୀୟ ପ୍ରଗତି ପାଇଁ କାମ କରିବା ।”      

 

SR



(Release ID: 1847484) Visitor Counter : 119