ପୋଷ୍ଟ କରାଯିବା ଦିନାଙ୍କ:
02 AUG 2022 10:16AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନ୍ମବାର୍ଷିକୀ ଅବସରରେ ପିଙ୍ଗାଲି ଭେଙ୍କୟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ମହାନ ପିଙ୍ଗାଲି ଭେଙ୍କୟାଙ୍କୁ ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି । ଆମକୁ ତ୍ରିରଙ୍ଗା ପ୍ରଦାନରେ ପ୍ରୟାସ ପାଇଁ ଦେଶ ସର୍ବଦା ତାଙ୍କ ନିକଟରେ ଋଣୀ ରହିବ । ତ୍ରିରଙ୍ଗା ପାଇଁ ଆମେ ଗର୍ବିତ । ତ୍ରିରଙ୍ଗାରୁ ଶକ୍ତି ଓ ପ୍ରେରଣା ନେଇ ଆମେ ଜାତୀୟ ପ୍ରଗତି ପାଇଁ କାମ କରିବା ।”
SR