ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସିବିଏସ୍‍ଇ ଦଶମ ଶ୍ରେଣୀ ଫଳାଫଳ ଘୋଷଣା କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 22 JUL 2022 5:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିବିଏସ୍‌ଇ ଦଶମ ଶ୍ରେଣୀ ଫଳାଫଳ ଘୋଷଣା କରିବା ପରେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ମୁଁ ସେମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଯେଉଁମାନେ ସେମାନଙ୍କର ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୁଁ ସେମାନଙ୍କ ପାଇଁ ଭବିଷ୍ୟତର ଏକ ଫଳପ୍ରଦ ପାଠପଢା କାମନା କରୁଛି । ମୁଁ ନିଶ୍ଚିତ ଯେ ଏହି ଯୁବକମାନେ ଆଗାମୀ ସମୟରେ ସଫଳତାର ସହ ନୂତନ ଶିଖରରେ ପହଞ୍ଚିବେ ।”

HS


(रिलीज़ आईडी: 1843985) आगंतुक पटल : 124
इस विज्ञप्ति को इन भाषाओं में पढ़ें: Urdu , Gujarati , English , हिन्दी , Marathi , Assamese , Manipuri , Bengali , Punjabi , Tamil , Telugu , Kannada , Malayalam