ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଜିର କ୍ୟାବିନେଟ୍ ନିଷ୍ପତ୍ତି ଭାରତର ଟିକାକରଣ କଭରେଜକୁ ଆହୁରି ବଢ଼ାଇବ ଏବଂ ଏକ ସୁସ୍ଥ ରାଷ୍ଟ୍ର ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ

Posted On: 13 JUL 2022 10:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶାବ୍ୟକ୍ତ କରିଛନ୍ତି ଯେ ୨୦୨୨ ଜୁଲାଇ ୧୫ରୁ ଆଗାମୀ ୭୫ ଦିନ ପାଇଁ ସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକରେ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସର ସମସ୍ତ ନାଗରିକଙ୍କୁ ମାଗଣାରେ କୋଭିଡ-୧୯ ପ୍ରିକସନ ଡୋଜ୍ ପ୍ରଦାନ ନିଷ୍ପତ୍ତି ଭାରତର ଟିକାକରଣ କଭରେଜକୁ ଆହୁରି ବଢ଼ାଇବ ଏବଂ ଏକ ସୁସ୍ଥ ରାଷ୍ଟ୍ର ସୃଷ୍ଟି କରିବ

 

ଆଜାଦୀ କା ଅମୃତ ମହୋତ୍ସବଉତ୍ସବର ଅଂଶସ୍ୱରୂପ ଆଜିର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି

 

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ . ମନସୁଖ ମାଣ୍ଡଭୀୟଙ୍କ ପକ୍ଷରୁ ହୋଇଥିବା ଏକ ଟ୍ୱିଟରେ ନିଜ ମତ ରଖି ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି:

 

‘‘କୋଭିଡ-୧୯ ବିରୋଧରେ ଲଢ଼ିବା ପାଇଁ ଟିକାକରଣ ଏକ ଫଳପ୍ରଦ ସାଧନ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ଭାରତର ଟିକାକରଣ କଭରେଜକୁ ଆହୁରି ବଢ଼ାଇବ ଏବଂ ଏକ ସୁସ୍ଥ ରାଷ୍ଟ୍ର ସୃଷ୍ଟି କରିବ ’’

 

SR



(Release ID: 1841385) Visitor Counter : 109