ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଦ୍‌-ଉଲ୍‌-ଅଧା ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 10 JUL 2022 9:07AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ୍‌-ଉଲ୍‌-ଅଧା ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଇଦ୍ ମୁବାରକ! ଇଦ୍‌-ଉଲ୍‌-ଅଧାକୁ ଶୁଭେଚ୍ଛା । ଏହି ପର୍ବ ଆମକୁ ସାମୁହିକ କଲ୍ୟାଣ ତଥା ମାନବିକତାର ମଙ୍ଗଳ ପାଇଁ ସମୃଦ୍ଧତାର ଆବେଗକୁ ଆଗକୁ ବଢାଇବା ପାଇଁ ପ୍ରେରଣା ଯୋଗାଇବ ।”

HS



(Release ID: 1840635) Visitor Counter : 127