ପୋଷ୍ଟ କରାଯିବା ଦିନାଙ୍କ:
10 JUL 2022 9:07AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ୍-ଉଲ୍-ଅଧା ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଇଦ୍ ମୁବାରକ! ଇଦ୍-ଉଲ୍-ଅଧାକୁ ଶୁଭେଚ୍ଛା । ଏହି ପର୍ବ ଆମକୁ ସାମୁହିକ କଲ୍ୟାଣ ତଥା ମାନବିକତାର ମଙ୍ଗଳ ପାଇଁ ସମୃଦ୍ଧତାର ଆବେଗକୁ ଆଗକୁ ବଢାଇବା ପାଇଁ ପ୍ରେରଣା ଯୋଗାଇବ ।”
HS