ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଯୋଗ ଅଭ୍ୟାସ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 JUN 2022 9:58AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଅଣସଂକ୍ରାମକ ଏବଂ ଜୀବନଶୈଳୀ ସମ୍ପର୍କିତ ରୋଗ ବଢି ଚାଲିଥିବାରୁ ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଯୋଗ ଅଭ୍ୟାସ କରିବାକୁ ଶ୍ରୀ ମୋଦୀ ଲୋକଙ୍କୁ ଅନୁରୋଧ କରିଛନ୍ତି ଯୋଗ ଉପରେ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ବିଶେଷ କରି ଯୁବକମାନଙ୍କ ମଧ୍ୟରେ ଅଣସଂକ୍ରାମକ ତଥା ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ବଢିବାରେ ଲାଗିଥିବା ବେଳେ ବର୍ତ୍ତମାନ ଯୁଗରେ ଯୋଗର ଗୁରୁତ୍ୱ ଆହୁରି ଅଧିକ ହୋଇଯାଇଛି

 ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଯୋଗ ଅଭ୍ୟାସ କରନ୍ତୁ

HS


(ରିଲିଜ ଆଡି: 1835344) ପରିଦର୍ଶକ କାଉଣ୍ଟର : 219