ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସିଆନ ଦେଶର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧୀମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ

Posted On: 16 JUN 2022 3:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସିଆନର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧୀମାନଙ୍କୁ ଭେଟିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଭାରତ-ଏସିଆନର ନିବିଡ ସହଯୋଗାର ୩୦ବର୍ଷ ପାଳନ ଅବସରରେ ଏସିଆନ ଦେଶର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧୀଙ୍କ ସହ ଭଲ ଆଲୋଚନା ହୋଇଛି

HS



(Release ID: 1834839) Visitor Counter : 117