ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ୱ ସାଇକେଲ ଦିବସ ଅବସରରେ ମହାତ୍ମା ଗାନ୍ଧିଙ୍କ ଫଟୋ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 03 JUN 2022 9:57AM by PIB Bhubaneshwar

ପରିବେଶ ପାଇଁ ଜୀବନଶୈଳୀ (ଲାଇଫ) ଅବଧାରଣା ସନ୍ଦର୍ଭରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ସାଇକେଲ ଚଲାଉଥିବାର ଏକ ଫଟୋ ଶେୟାର କରିଛନ୍ତି । ଆଜି ବିଶ୍ୱ ସାଇକେଲ ଦିବସ ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ପରିବେଶ ପାଇଁ ଜୀବନଶୈଳୀ (ଲାଇଫ)

ଆଜି ବିଶ୍ୱ ସାଇକେଲ ଦିବସ,  ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ମହାତ୍ମା ଗାନ୍ଧିଙ୍କ ଭିନ୍ନ ଆଉ କିଏ ଭଲ ପ୍ରେରଣା ସାଜିପାରନ୍ତି ।”

 

SR



(Release ID: 1830876) Visitor Counter : 119