ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଫେସର ଭୀମ ସିଂହଙ୍କ ନିଧନରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 31 MAY 2022 12:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଫେସର ଭୀମ ସିଂହଙ୍କ ନିଧନରେ ଗଭୀର ଶୋକପ୍ରକାଶ କରିଛନ୍ତି ।

 

ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଫେସର ଭୀମ ସିଂହ ଜଣେ ତୃଣମୂଳ ସ୍ତରର ନେତା ଭାବେ ସ୍ମରଣୀୟ ରହିବେ, ଯିଏ କି ଜମ୍ମୁ-କଶ୍ମୀରର କଲ୍ୟାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି;

 

‘‘ପ୍ରଫେସର ଭୀମ ସିଂହ ଜୀ ଜଣେ ତୃଣମୂଳ ସ୍ତରର ନେତା ଭାବେ ସ୍ମରଣୀୟ ହୋଇ ରହିବେ, ଯିଏ କି ଜମ୍ମୁ-କଶ୍ମୀରର କଲ୍ୟାଣ ପାଇଁ ନିଜ ଜୀବନକୁ ସମର୍ପଣ କରିଦେଇଛନ୍ତି । ସେ ବହୁତ ପାଠ ପଢ଼ିଥିଲେ ଏବଂ ଜଣେ ବିଦ୍ୱାନ ଥିଲେ । ତାଙ୍କ ସହ ହୋଇଥିବା ମୋର ବାର୍ତ୍ତାଳାପକୁ ମୁଁ ସବୁଦିନ ମନେରଖିବି । ତାଙ୍କ ପରଲୋକରେ ଅତ୍ୟନ୍ତ ମର୍ମାହତ । ତାଙ୍କ ପରିବାର ଓ ସମର୍ଥକମାନଙ୍କୁ ମୋର ବିନମ୍ର ସମବେଦନା । ଓମ୍ ଶାନ୍ତି ।’’

 

SR



(Release ID: 1829809) Visitor Counter : 87