ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କର ନେପାଳର ଲୁମ୍ବିନୀ ଗସ୍ତ ଅବସରରେ ସ୍ୱାକ୍ଷରିତ ହୋଇଥିବା ତଥା ଆଦାନପ୍ରଦାନ କରାଯାଇଥିବା ବୁଝାମଣା / ଚୁକ୍ତିନାମା ଗୁଡିକର ତାଲିକା

Posted On: 16 MAY 2022 2:43PM by PIB Bhubaneshwar

ବୁଝାମଣା/ ଚୁକ୍ତିନାମାର ଶୀର୍ଷକ

୧ - ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ଏବଂ ଲୁମ୍ବିନୀ ବୌଦ୍ଧ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୌଦ୍ଧ ଶାସ୍ତ୍ର ଅଧ୍ୟୟନ (ବୁଦ୍ଧିଷ୍ଟ ଷ୍ଟଡିଜ୍‌) ପାଇଁ ଡଃ ଆମ୍ବେଦକର ଚେୟାର ସ୍ଥାପନ ନିମନ୍ତେ ବୁଝାମଣା

୨- ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ଏବଂ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତୀୟ ପ୍ରାଚୀନ ଶାସ୍ତ୍ର ଅଧ୍ୟୟନ (ଇଣ୍ଡିଆନ୍ ଷ୍ଟଡିଜ୍‌)ର ଆଇସିସିଆର୍ ଚେୟାର୍ ସ୍ଥାପନ ନିମନ୍ତେ ବୁଝାମଣା

୩ - ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ (କେୟୁ) ମଧ୍ୟରେ ଭାରତୀୟ ପ୍ରାଚୀନ ଶାସ୍ତ୍ର ଅଧ୍ୟୟନ (ଇଣ୍ଡିଆନ୍ ଷ୍ଟଡିଜ୍‌) ନିମନ୍ତେ ଆଇସିସିଆର୍ ଚେୟାର ସ୍ଥାପନା ନିମନ୍ତେ ବୁଝାମଣା

୪ - କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ (କେୟୁ), ନେପାଳ ଏବଂ ଇଣ୍ଡିଆନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ୍ (ଆଇଆଇଟି ଏମ୍ ), ଭାରତ ମଧ୍ୟରେ ସହଯୋଗ ନିମନ୍ତେ ବୁଝାମଣା

୫ - କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ (କେୟୁ), ନେପାଳ ଏବଂ ଇଣ୍ଡିଆନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ୍ (ଆଇଆଇଟି ଏମ୍ ), ଭାରତ ମଧ୍ୟରେ ସ୍ନାତକୋତର ସ୍ତରରେ ମିଳିତ ଡିଗ୍ରୀ ପାଠ୍ୟକ୍ରମ ନିମନ୍ତେ ବୁଝାମଣା ପତ୍ର (ଏଲ୍‌ଓଏ)  ସ୍ୱାକ୍ଷରିତ

୬ - ଅରୁଣ ୪ ପ୍ରକଳ୍ପର ବିକାଶ ଏବଂ କାର୍ଯ୍ୟାନ୍ୱୟନ ନିମନ୍ତେ ଏସ୍‌ଜେଭିଏନ୍ ଲିମିଟେଡ୍ ଏବଂ ନେପାଳ ବିଦ୍ୟୁତ୍ ପ୍ରାଧିକରଣ (ଏନ୍‌ଇଏ) ମଧ୍ୟରେ ରାଜିନାମା

***

SSP



(Release ID: 1825866) Visitor Counter : 120