ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ
azadi ka amrit mahotsav

ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଶ୍ରୀ ରାଜୀବ କୁମାରଙ୍କ ନିଯୁକ୍ତି

प्रविष्टि तिथि: 12 MAY 2022 4:03PM by PIB Bhubaneshwar

ସବୁଠୁ ବରିଷ୍ଠ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କୁ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଛନ୍ତି । ୧୪ ମେ ୨୦୨୨ରେ ଶ୍ରୀ ସୁଶୀଲ ଚନ୍ଦ୍ରାଙ୍କ ଅବସର ଗ୍ରହଣ ପରେ ଶ୍ରୀ ରାଜୀବ କୁମାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ୧୫ ମେ ୨୦୨୨ରେ ଦାୟିତ୍ବ ଗ୍ରହଣ କରିବେ । 

ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ବିଧାନପାଳିକା ବିଭାଗ 

 

*******

P.S.


(रिलीज़ आईडी: 1824849) आगंतुक पटल : 213
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Punjabi , Gujarati , Tamil , Kannada