ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବର୍ଲିନରେ ବ୍ୟବସାୟ ଗୋଲ ଟେବୁଲ ବୈଠକରେ ସହ-ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

Posted On: 02 MAY 2022 10:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ଚାନସେଲର ଶ୍ରୀ ଓଲାଫ ସୋଜଙ୍କ ସହ ଏକ ବ୍ୟବସାୟ ଗୋଲ ଟେବୁଲ ବୈଠକରେ ମିଳିତ ଭାବେ ଅଧ୍ୟକ୍ଷତା କରିଛନ୍ତି । ନିଜ ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ ତାଙ୍କ ସରକାର ଦ୍ୱାରା କରାଯାଇଥିବା ବଡ ବଡ ସଂସ୍କାର ସହ ଭାରତର କ୍ରମବର୍ଦ୍ଧିଷ୍ଣୁ ଷ୍ଟାର୍ଟଅପ ଓ ୟୁନିକର୍ଣ୍ଣ ଉପରେ ଆଲୋକପାତ କରିଥିଲେ । ଭାରତୀୟ ଯୁବଶକ୍ତିଙ୍କ ପଛରେ ପୁଞ୍ଜିନିବେଶ ନିମନ୍ତେ ସେ ବ୍ୟବସାୟୀ ନେତୃବୃନ୍ଦଙ୍କୁ ଆମନ୍ତ୍ରଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉଭୟ ପକ୍ଷ ସରକାରୀ ଓ ବଛା ବଛା ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରତିନିଧି, ଜଳବାୟୁ ସହଯୋଗ, ଯୋଗାଣ ବ୍ୟବସ୍ଥା, ଗବେଷଣା ଓ ବିକାଶ ଉପରେ ମୁଖ୍ୟତଃ ଆଲୋଚନା କରିଥିଲେ ।

ନିମ୍ନଲିଖିତ ବ୍ୟାବସାୟିକ ନେତୃବୃନ୍ଦ ଗୋଲ ଟେବୁଲ ବୈଠକରେ ଅଂଶଗ୍ରହଣ କରିଥିଲେ ।

ଭାରତୀୟ ବ୍ୟାବସାୟିକ ପ୍ରତିନିଧି

ସଞ୍ଜୀବ ବଜାଜ (ଭାରତୀୟ ପ୍ରତିନିଧି ଦଳ ମୁଖ୍ୟ) ସିଆଇଆଇ ଅଧ୍ୟକ୍ଷ ଓ ବଜାଜ ଫିନସର୍ଭ ପରିଚାଳନା ନିର୍ଦ୍ଦେଶକ 

ବାବା ଏନ କଲ୍ୟାଣୀ ଭାରତ ଫୋରମ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ

ସି କେ ବିରଳା, ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ, ସିକେ ବିରଳା ଗ୍ରୁପ

ପୁନୀତ ଛତୱାଲ, ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟକାର୍ଯ୍ୟନିର୍ବାହୀ ଭାରତୀୟ ହୋଟେଲ କମ୍ପାନୀ ଲିମିଟେଡ

ସଲୀଲ ସିଂଘଲ, ଅଧ୍ୟକ୍ଷ ଏମିରେଟ୍ସ, ପିଏଲ ଇଣ୍ଡଷ୍ଟ୍ରୀଜ୍

ସୁମନ୍ତ ସିହ୍ନା, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ରିନ୍ୟୁପାୱାର ଆଣ୍ଡ ଅଧ୍ୟକ୍ଷ ଆସୋଚେମ

ଦିନେଶ ଖରା, ଅଧ୍ୟକ୍ଷ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ

ସିପି ଗୁଗନାନୀ- ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଟେକ ମହିନ୍ଦ୍ରା ଲିମିଟେଡ

ଦୀପକ ବାଗଲା ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ, ଇନଭଷ୍ଟେ ଇଣ୍ଡିଆ

ଜର୍ମାନ ବ୍ୟାବସାୟିକ ପ୍ରତିନିଧି

ରୋନାଲ୍ଡ ବୁସ୍ତେ, ଜର୍ମାନୀ ପ୍ରତିନିଧି ମଣ୍ଡଳ ମୁଖ୍ୟ, ଅଧ୍ୟକ୍ଷ ଓ ସିଇଓ ସିମେନ୍ସ ଓ ଅଧ୍ୟକ୍ଷ ଏସୀୟ ପେସିଫିକ କମିଟି ଅଫ ଜର୍ମାନ ବିଜନେସ

ମାର୍ଟିନ ବ୍ରୁଡରମିଲର କାର୍ଯ୍ୟନିର୍ବାହୀ ବୋର୍ଡ ଅଧ୍ୟକ୍ଷ, ବିଏଏସଏଫ 

ହରବର୍ଟ ଡିଏସ, ପରିଚାଳନା ବୋର୍ଡ ଅଧ୍ୟକ୍ଷ ଭୋକ୍ସୱାଗେନ

ଷ୍ଟିଫାନ ହାର୍ଟୁ, ପରିଚାଳନା ବୋର୍ଡ ଅଧ୍ୟକ୍ଷ ବୋସେକ

ମାରିକା ଲୁଲାଲୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓ ପରିଚାଳନା ଅଧ୍ୟକ୍ଷ ଜିଏଫଟି ଟେକ୍ନୋଲୋଜି

କାଲୁସ ରୋଜେଫେଲଡ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସାଫେଲର

ଖ୍ରୀଷ୍ଟିୟାନ ସିୱିଙ୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡସିଚ ବ୍ୟାଙ୍କ

ରାଲଫୱିଣ୍ଟରଗ୍ରେଷ୍ଟ, ପରିଚାଳନା ବୋର୍ଡ ଅଧ୍ୟକ୍ଷ ଗିସେକ+ଡେଭି୍ରଏଣ୍ଟ

ଜୁର୍ଗେନ ଜେସ୍କି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏରକନ

SM/DD



(Release ID: 1822362) Visitor Counter : 124