ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୋଇଲା ବୈଶାଖ ଅବସରରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 15 APR 2022 9:12AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋଇଲା ବୈଶାଖ ଅବସରରେ ଏକ ଶୁଭ ନବୋବର୍ଷର ଶୁଭେଚ୍ଛା ଜଣାଇଛନ୍ତି!

 ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ପୋଇଲା ବୈଶାଖର ଶୁଭେଚ୍ଛା ଏହି ବିଶେଷ ଉତ୍ସବ ବଙ୍ଗୀୟ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ ମୁଁ ଆଶା କରୁଛି ଆଗାମୀ ବର୍ଷ ଏହା ସହିତ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆଣିଦେଉ   ତୁମର ସମସ୍ତ ଇଚ୍ଛା ପୂରଣ ହେଉ

HS


(रिलीज़ आईडी: 1817003) आगंतुक पटल : 194
इस विज्ञप्ति को इन भाषाओं में पढ़ें: Gujarati , English , Urdu , हिन्दी , Marathi , Bengali , Manipuri , Assamese , Punjabi , Tamil , Telugu , Kannada , Malayalam