ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଡି ପଡୱା ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
02 APR 2022 8:48AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଡି ପଡୱା ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ସମସ୍ତଙ୍କ ପାଇଁ ସୁସ୍ଥ ଏବଂ ଆନନ୍ଦ କାମନା କରିଥିଲେ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଗୁଡି ପଡୱାର ଶୁଭେଚ୍ଛା
ଏ ବର୍ଷଟି ଆନନ୍ଦ ଉଲ୍ଲାସରେ କଟିବା ପାଇଁ ମୁଁ ପ୍ରାର୍ଥନା କରୁଛି ।
ଆସନ୍ତା ବର୍ଷରେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେଉ ।”
HS
(रिलीज़ आईडी: 1812749)
आगंतुक पटल : 198
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Gujarati
,
Tamil
,
Telugu
,
Kannada
,
Malayalam