ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଓଡିଶାରୁ  ୫୭୧୬୧୩୪ ଏମ୍‌ଟି ଧାନ କିଣିଲେ କେନ୍ଦ୍ର ସରକାର


ଧାନ କ୍ରୟ ଯୋଗୁଁ ଓଡିଶାର ୧୨୯୦୮୪୬ କୃଷକ ଲାଭବାନ୍

Posted On: 28 MAR 2022 3:52PM by PIB Bhubaneshwar

୨୦୨୧ -୨୨ ଖରିଫ୍ ବିପଣନ ଋତୁ (କେଏମ୍‌ଏସ୍‌)ରେ ୭୪୧. ୬୨ ଏଲ୍‌ଏମ୍‌ଟି ଧାନ କ୍ରୟ କରାଯାଇଛି (୨୭/୦୩/୨୦୨୨ ପର୍ଯ୍ୟନ୍ତ)

୧,୪୫,୩୫୮.୧୩ କୋଟି ଟଙ୍କାର ଏମଏସ୍‌ପି ମୂଲ୍ୟ ଯୋଗୁଁ ୧୦୫.୧୪ ଲକ୍ଷ କୃଷକ ଲାଭାନ୍ୱିତ ହୋଇଛନ୍ତି

୨୮ ମାର୍ଚ୍ଚ ୨୦୨୨: ପିଆଇବି, ଦିଲ୍ଲୀ

ପୂର୍ବ ବଷ ର୍ଗୁଡିକ ଭଳି ୨୦୨୧ -୨୨ ଖରିଫ୍ ବିପଣନ ଋତୁ (କେଏମ୍‌ଏସ୍‌)ରେ କୃଷକମାନଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ଧାନ କ୍ରୟ ସୁଚାରୁ ରୂପେ ଅଗ୍ରଗତି କରୁଛି ।

୨୦୨୧- ୨୨ ଖରିଫ୍ ବିପଣନ ଋତୁ (କେଏମ୍‌ଏସ୍‌)ରେ ୨୭/୦୩/୨୦୨୨ ତାରିଖ ସୁଦ୍ଧା ବିଭିନ୍ନ ଧାନ କ୍ରୟ କରାଯାଉଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ, ଯଥା ଚଣ୍ଡିଗଡ, ଗୁଜରାଟ, ଆସାମ, ହରିୟାନା, ହିମାଚଳ ପ୍ରଦେଶ, ଜାମ୍ମୁ ଏବଂ କାଶ୍ମୀର, ଝାଡଖଣ୍ଡ, ପଞ୍ଜାବ, ଉତ୍ତର ପ୍ରଦେଶ, ଉତରାଖଣ୍ଡ, ତେଲଙ୍ଗାନା, ରାଜସ୍ଥାନ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଏନ୍‌ଇଏଫ୍‌(ତ୍ରିପୁରା), ବିହାର, ଓଡିଶା, ମହାରାଷ୍ଟ୍ର, ପୁଡୁଚେରୀ, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶରୁ ୭୪୧. ୬୨୧ ଏଲ୍‌ଏମ୍‌ଟି ଧାନ କ୍ରୟ କରାଯାଇଛି ।

ବର୍ତମାନ ସୁଦ୍ଧା ୧,୪୫,୩୫୮.୧୩ କୋଟି ଟଙ୍କା ମୂଲ୍ୟର ଏମ୍‌ଏସ୍‌ପିରୁ ୧୦୫.୧୪ ଲକ୍ଷ  କୃଷକ ଲାଭାନ୍ୱିତ ହୋଇଛନ୍ତି ।

State-wise Paddy Procurement in KMS 2021-22

(upto 27.03.2022)/As on 28.03.2022

 

State/UT

Quantity of Paddy Procurement (MTs)

No of farmers benefitted

MSP value (Rs. In Crore)

Andhra Pradesh

3938505

597138

7719.47

Telangana

7022000

1062428

13763.12

Assam

123297

16685

241.66

Bihar

4490319

642225

8801.03

Chandigarh

27286

1956

53.48

Chhattisgarh

9201000

2105972

18033.96

Gujarat

121865

25081

238.86

Haryana

5530596

310083

10839.97

Himachal Pradesh

27628

5851

54.15

Jharkhand

 

586401

112021

1149.35

Jammu & Kashmir

40520

8724

79.42

Karnataka

200890

67400

393.74

Kerala

323454

126501

633.97

Madhya Pradesh

4582610

661756

8981.92

Maharashtra

1335973

474855

2618.51

Odisha

5716134

1290846

11203.62

Puducherry

271

67

0.53

Punjab

18728335

933263

36707.54

NEF (Tripura)

31250

14575

61.25

Tamil Nadu

2814138

409088

5515.71

Uttar Pradesh

6553029

947326

12843.94

Uttrakhand

1156066

56034

2265.89

West Bengal

1603387

643401

3142.64

Rajasthan

7357

563

14.42

Total

74162312

10513839

145358.13

 

*****

SSP


 



(Release ID: 1810712) Visitor Counter : 153