ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶପଥ ଗ୍ରହଣ କରିଥିବା ଡକ୍ଟର ପ୍ରମୋଦ ସାୱନ୍ତ ଏବଂ ତାଙ୍କ ମନ୍ତ୍ରୀ ପରିଷଦକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 MAR 2022 1:30PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆର ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଡକ୍ଟର ପ୍ରମୋଦ ସାୱନ୍ତ ଏବଂ ତାଙ୍କ ମନ୍ତ୍ରୀ ପରିଷଦକୁ ଅଭିନନ୍ଦନ ଜଣାଇଛନ୍ତି ।

ପୂରା ଦଳ ଗୋଆର ଲୋକଙ୍କୁ ସୁଶାସନ ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଆଜି ଗୋଆରେ ଶପଥ ଗ୍ରହଣ କରିଥିବା ଡକ୍ଟର ପ୍ରମୋଦ ସାୱନ୍ତ ଜୀ ଏବଂ ଅନ୍ୟ ସମସ୍ତଙ୍କୁ ଅଭିନନ୍ଦନ । ମୋର ବିଶ୍ୱାସ ଅଛି ଯେ ଏହି ସମଗ୍ର ଦଳ ଗୋଆର ଲୋକଙ୍କୁ ଉତ୍ତମ ଶାସନ ପ୍ରଦାନ କରିବ ଏବଂ ଗତ ଦଶନ୍ଧିରେ କରାଯାଇଥିବା ଜନମଙ୍ଗଳ କାର୍ଯ୍ୟକୁ ଜାରି ରଖିବେ ।”

HS


(ରିଲିଜ ଆଡି: 1810489) ପରିଦର୍ଶକ କାଉଣ୍ଟର : 202