ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହୋଲି ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 18 MAR 2022 7:44AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହୋଲି ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆପଣ ସମସ୍ତଙ୍କୁ ଶୁଭ ହୋଲିର ଅନେକ ଅନେକ ଶୁଭେଚ୍ଛା ପାରସ୍ପରିକ ପ୍ରେମ, ସ୍ନେହ ଏବଂ ଭାଇଚାରାର ପ୍ରତୀକ ରଙ୍ଗର ଏହି ପର୍ବ ଆପଣଙ୍କ ଜୀବନରେ ସୁଖର ପ୍ରତ୍ୟେକ ରଙ୍ଗ ଆଣିଦେଉ

HS


(रिलीज़ आईडी: 1807148) आगंतुक पटल : 192
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam