ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ଦେଶରେ କରୋନାର ସଦ୍ୟତମ ସ୍ଥିତି

ପୋଷ୍ଟ କରାଯିବା ଦିନାଙ୍କ: 17 MAR 2022 9:02AM by PIB Bhubaneshwar

ମହାମାରୀ କରୋନାର ନିୟନ୍ତ୍ରଣ ନିମିତ୍ତ ଦେଶବ୍ୟାପି ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଥିବା ଟିକାକୁ ମିଶାଇ ଏପର୍ଯ୍ୟନ୍ତ ୧୮୦.୮୦ କୋଟି ଡୋଜ୍ ଟିକା ଦିଆଯାଇ ସାରିଲାଣି ବର୍ତ୍ତମାନ ୩ଠ,୭୯୯ ସକ୍ରିୟ କରୋନା ରୋଗୀ ଦେଶରେ ଅଛନ୍ତି ସକ୍ରିୟ ରୋଗୀଙ୍କ ହାର .୦୭ ପ୍ରତିଶତ ରହିଛି ସେହିପରି ଆରୋଗ୍ୟ ହାର ୯୮.୭୩ ପ୍ରତିଶତ ରହିଛି ଗତ ୨୪ ଘଣ୍ଟା ମଧ୍ୟରେ ,୪୯୧ ଜଣ ଆରୋଗ୍ୟ ଲାଭ କରିବା ପରେ ଏପର୍ଯ୍ୟନ୍ତ ମୋଟ ଆରୋଗ୍ୟଙ୍କ ସଂଖ୍ୟା , ୨୪, ୫୪, ୫୪୬ରେ ପହଞ୍ଚିଛି ଗତ ୨୪ ଘଣ୍ଟା ମଧ୍ୟରେ ,୫୩୯ ଜଣ ନୂଆ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ବର୍ତ୍ତମାନ ଦୈନିକ ସଂକ୍ରମଣ ହାର .୩୫ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ହାର .୪୨ ପ୍ରତିଶତ ରହିଛି ଗତ ୨୪ ଘଣ୍ଟା ମଧ୍ୟରେ ,୧୭, ୩୩୦ଟି ନମୁନା ପରୀକ୍ଷାକୁ ମିଶାଇ ଏପର୍ଯ୍ୟନ୍ତ ୭୮.୧୨ କୋଟି ନମୁନା ପରୀକ୍ଷା କରାଗଲାଣି

 

SSD/MB


(ରିଲିଜ ଆଡି: 1806951) ପରିଦର୍ଶକ କାଉଣ୍ଟର : 200