ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜୁରାଟର ବିଧାୟକ ଡକ୍ଟର ଅନୀଲ ଜୋଶିୟାରାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 14 MAR 2022 6:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଭିଲୋଡା ଆସନରୁ ବିଧାୟକ ଥିବା ଡକ୍ଟର ଅନୀଲ ଜୋଶିୟାରାଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । 

ଗୁଜରାଟୀରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

“ଭିଲୋଡା ବିଧାୟକ ଡକ୍ଟର ଅନିଲ ଜୋଶିଆରାଙ୍କ ମୃତ୍ୟୁରେ ଆମେ ଦଃଖିତ । ଲୋକ ସେବକ ଭାବରେ ତାଙ୍କୁ ସର୍ବଦା ସ୍ମରଣ କରାଯିବ । ଓମ୍‍ ଶାନ୍ତି ।”

HS


(रिलीज़ आईडी: 1805926) आगंतुक पटल : 194
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam