ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ରାଧା ସ୍ୱାମୀ ସତସଙ୍ଗ ବ୍ୟାସର ବାବା ଗୁରୁନ୍ଦିର ସିଂହ ଧିଲନଙ୍କୁ ଭେଟିଛନ୍ତି
प्रविष्टि तिथि:
13 FEB 2022 8:30PM by PIB Bhubaneswar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଧା ସ୍ୱାମୀ ସତସଙ୍ଗ ବ୍ୟାସର ବାବା ଗୁରୁନ୍ଦର ସିଂହ ଧିଲନଙ୍କୁ ଭେଟିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଏହାପୂର୍ବରୁ ମୁଁ ରାଧା ସ୍ୱାମୀ ସତସଙ୍ଗ ବ୍ୟାସର ବାବା ଗୁରିନ୍ଦର ସିଂହ ଧିଲୋନ ଜୀଙ୍କୁ ଭେଟିବାର ଗୌରବ ଅର୍ଜନ କରିଥିଲି । ଆରଏସଏସବିର ସାମାଜିକ ସେବା ପଦକ୍ଷେପ ବେଶ୍ ପ୍ରଶଂସନୀୟ ।”
HS
(रिलीज़ आईडी: 1798331)
आगंतुक पटल : 220
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam