ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ପଣ୍ଡିତ ଦିନ୍‍ଦୟାଲ ଉପାଧ୍ୟାୟଙ୍କୁ ତାଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

प्रविष्टि तिथि: 11 FEB 2022 11:34AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଦିନ୍ଦାୟାଲ ଉପାଧ୍ୟାୟ ଜୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ପଣ୍ଡିତ ଦିନ୍ଦୟାଲ ଉପାଧ୍ୟାୟ ଜୀଙ୍କର ସମଗ୍ର ଜୀବନ ସର୍ବଜନ ହିତାୟ-ସର୍ବଜନ ସୁଖାୟ ନୀତି ଉପରେ ଆଧାରିତ ଥିଲା ତାଙ୍କର ଏକାତ୍ମ ମାନବବାଦ ଦର୍ଶନ କେବଳ ଭାରତ ନୁହେଁ ବିଶ୍ୱର ଅନେକ ସମସ୍ୟାର ସମାଧାନ କରିବାରେ ସକ୍ଷମ ଅଟେ ତାଙ୍କ ମୃତ୍ୟୁ ତିଥିରେ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି

HS


(रिलीज़ आईडी: 1797561) आगंतुक पटल : 264
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam