ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବସନ୍ତପଞ୍ଚମୀ ଏବଂ ସରସ୍ୱତୀ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 05 FEB 2022 9:09AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବସନ୍ତପଞ୍ଚମୀ ଏବଂ ସରସ୍ୱତୀ ପୂଜା ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ସମସ୍ତ ଦେଶବାସୀଙ୍କୁ ବସନ୍ତପଞ୍ଚମୀ ଏବଂ ସରସ୍ୱତୀ ପୂଜାର ଶୁଭେଚ୍ଛା ମା ଶାରଦାଙ୍କ ଆଶୀର୍ବାଦ ଆପଣ ସମସ୍ତଙ୍କ ଉପରେ ରହୁ ଏବଂ ରିତୁରାଜ ବସନ୍ତ ସମସ୍ତଙ୍କ ଜୀବନରେ ଆନନ୍ଦ ଭରି ଦିଅନ୍ତୁ

HS


(ରିଲିଜ ଆଡି: 1795730) ପରିଦର୍ଶକ କାଉଣ୍ଟର : 232