ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ପୁନଃ ନିର୍ବାଚିତ ହୋଇଥିବା ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ମାନ୍ୟବର ଆଣ୍ଟୋନିଓ କୋଷ୍ଟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
31 JAN 2022 8:02PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପର୍ତ୍ତୁଗାଲରେ ହୋଇଥିବା ସଂସଦୀୟ ର୍ନିବାଚନରେ ପୁନର୍ବାର ଉତ୍ତମ ପ୍ରଦର୍ଶନ ପାଇଁ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ମାନ୍ୟବର ଆଣ୍ଟୋନିଓ କୋଷ୍ଟାଙ୍କୁ ଅଭିନନ୍ଦନ ଜଣାଇବା ସହ ପର୍ତ୍ତୃଗାଲ ସହିତ ଉତ୍ତମ ଏବଂ ସମୟ ପରୀକ୍ଷିତ ଗଭୀର ସମ୍ପର୍କ ସ୍ଥାପନ ପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟାଙ୍କୁ ପର୍ତ୍ତୁଗାଲ ସଂସଦୀୟ ର୍ନିବାଚନରେ ପୁନର୍ବାର ଉତ୍ତମ ପ୍ରଦର୍ଶନ ଏବଂ ପୁନଃ ର୍ନିବାଚିତ ପାଇଁ ଅଭିନନ୍ଦନ । ପର୍ତ୍ତୁଗାଲ ସହିତ ଉଷ୍ମ ଏବଂ ସମୟ ପରୀକ୍ଷିତ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ତତ୍ପର ଅଛୁ ।”
HS
(ରିଲିଜ ଆଡି: 1794000)
ପରିଦର୍ଶକ କାଉଣ୍ଟର : 191
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam