ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପିଲାମାନଙ୍କ ମଧ୍ୟରେ କ୍ରୀଡା ଏବଂ ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନତା ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ବଜରଙ୍ଗ ପୁନିଆଙ୍କୁ ପ୍ରଶଂସା କରଛନ୍ତି

प्रविष्टि तिथि: 20 DEC 2021 8:57PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଲାମାନଙ୍କ ମଧ୍ୟରେ ଖେଳ ଏବଂ ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନତା ସୃଷ୍ଟି କରିଥିବାରୁ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ପ୍ରଶଂସା କରିଛନ୍ତି

ବଜରଙ୍ଗ ପୁନିଆଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଏହା କେବଳ ପିଲାମାନଙ୍କ ପାଇଁ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ହେବ ନାହିଁ, ବରଂ ଏହା ସେମାନଙ୍କୁ ଜୀବନ ତଥା ଖେଳ ପାଇଁ ଉତ୍ସାହିତ କରିବ ବଜରଙ୍ଗ ପୁନିଆ ଜୀ ଆପଣଙ୍କ ପ୍ରୟାସ ପୁଷ୍ଟିକର ଖାଦ୍ୟ ବିଷୟରେ ମଧ୍ୟ ଏକ ନୂତନ ସଚେତନତା ସୃଷ୍ଟି କରିବ

HS


(रिलीज़ आईडी: 1783709) आगंतुक पटल : 170
इस विज्ञप्ति को इन भाषाओं में पढ़ें: Gujarati , English , Urdu , हिन्दी , Marathi , Manipuri , Bengali , Assamese , Punjabi , Tamil , Telugu , Kannada , Malayalam