ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ସେଣ୍ଟ ଫ୍ରାନ୍ସିସ୍ ଜାଭିଅର ପର୍ବ ଅବସରରେ ଗୋଆର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
03 DEC 2021 5:00PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେଣ୍ଟ ଫ୍ରାନ୍ସିସ୍ ଜାଭିଅର ପର୍ବ ଅବସରରେ ଗୋଆର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସେଣ୍ଟ ଫ୍ରାନ୍ସିସ୍ ଜାଭିଅରଙ୍କ ପର୍ବ ଅବସରରେ ମୋର ଗୋଆର ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା । ଏହି ଅବସରରେ ମାନବିକତା ଓ ଭାଇଚାରାର ଆବେଗତା ଆହୁରି ଆଗକୁ ବଢିବ ।”
HS
(ରିଲିଜ ଆଡି: 1777882)
ପରିଦର୍ଶକ କାଉଣ୍ଟର : 121
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam