ରାଷ୍ଟ୍ରପତିଙ୍କ ସଚିବାଳୟ
୨୦୨୦ ବର୍ଷ ପାଇଁ ବୀରତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ପୋଷ୍ଟ କରାଯିବା ଦିନାଙ୍କ:
22 NOV 2021 2:47PM by PIB Bhubaneswar
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆଜି ସକାଳେ (22 ନଭେମ୍ବର, 2021)ରେ ରାଷ୍ଟ୍ରପତି ସମାରୋହରେ ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହ-।ରେ ବୀରତା ପୁରସ୍କାର ଏବଂ ବିଶିଷ୍ଟ ସେବା ପୁରସ୍କାର ପ୍ରଦାନ କରିଛନ୍ତି।
2020 ବର୍ଷ ପାଇଁ ପ୍ରଥମ ତାଲିକାରେ ସ୍ଥାନ ପାଇଥିବା ବିଶିଷ୍ଟ ବୀରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ତାଲିକାରେ ସାମିଲ ଲୋକମାନଙ୍କୁ ଅପରାହ୍ଣରେ ଆୟୋଜିତ ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହ-।।ରେ ପୁରସ୍କାର ପ୍ରଦାନ କରାଯିବ।
ପୁରସ୍କାର ବିଜେତାମାନଙ୍କ ସୂଚୀ ଦେଖିବା ଲାଗି ଏଠାରେ କ୍ଲିକ୍ କରନ୍ତୁ –
********
P.S.
(ରିଲିଜ ଆଡି: 1773997)
ପରିଦର୍ଶକ କାଉଣ୍ଟର : 222