ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉପହାର ପାଇଁ ନାଗରିକ ପଦ୍ମ ପୁରସ୍କାର ବିଜେତା ଶ୍ରୀ ବୀରେନ କୁମାର ବସାକଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 13 NOV 2021 9:08AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରସିଦ୍ଧ ବୁଣାକାର ତଥା ପଦ୍ମ ପୁରସ୍କାର ବିଜେତା ଶ୍ରୀ ବୀରେନ କୁମାର ବସାକଙ୍କ ସହ ତାଙ୍କ ଆଲୋଚନାକୁ ମନେ ପକାଇବା ସହ ଉପହାର ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ଏକ ଟ୍ୱିଟରେ ଶ୍ରୀ ମୋଦୀ କହିଛନ୍ତି;

“ଶ୍ରୀ ବୀରେନ କୁମାର ବସାକ ନଦିଆ, ପଶ୍ଚିମବଙ୍ଗର ଜଣେ ପ୍ରସିଦ୍ଧ ବୁଣାକାର । ସେ ନିଜ ଶାଢୀରେ ଭାରତୀୟ ଇତିହାସ ଓ ସଂସ୍କୃତିର ବିଭିନ୍ନ ଅଧ୍ୟାୟ ଚିତ୍ରଣ କରିଥାନ୍ତି । ଏହି ପଦ୍ମ ପୁରସ୍କାର ବିଜେତାଙ୍କ ସହ ଆଲୋଚନା ବେଳେ ସେ ଦେଇଥିବା ଉପହାର ମନ ମୋହି ନେଇଥିଲା ।”

 

SR


(रिलीज़ आईडी: 1771535) आगंतुक पटल : 227
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam