ରାଷ୍ଟ୍ରପତିଙ୍କ ସଚିବାଳୟ
ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ପୋଷ୍ଟ କରାଯିବା ଦିନାଙ୍କ:
08 NOV 2021 3:03PM by PIB Bhubaneswar
ଭାରତର ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଆଜି (ନଭେମ୍ବର ୮, ୨୦୨୧) ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ୨୦୨୦ ବର୍ଷ ପାଇଁ ଚାରିଟି ପଦ୍ମ ବିଭୂଷଣ, ଆଠଟି ପଦ୍ମ ଭୂଷଣ ଏବଂ ଏକଷଠିଟି ପଦ୍ମ ଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି ।
ଏହି ଅବସରରେ ଭାରତର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ସମ୍ପୂର୍ଣ୍ଣ ତାଲିକା ଦେଖିବା ପାଇଁ କ୍ଲିକ କରନ୍ତୁ ।
HS
(ରିଲିଜ ଆଡି: 1770031)
ପରିଦର୍ଶକ କାଉଣ୍ଟର : 283