ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଇଟାଲୀ ହିନ୍ଦୁ ସଂଘର ପ୍ରତିନିଧୀଙ୍କୁ ଭେଟିଛନ୍ତି

Posted On: 30 OCT 2021 12:02AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଟାଲୀୟ ହିନ୍ଦୁ ସଂଘ-ସନାତନ ଧର୍ମ ସଂଘର ପ୍ରତିନିଧୀଙ୍କ ସମେତ ବିଭିନ୍ନ ସଂଗଠନର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ

ଇଟାଲୀରେ ଭାରତୀୟ ସଂସ୍କୃତି ପ୍ରଚାର ପ୍ରସାର କରିବାରେ ସେମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ

HS



(Release ID: 1767878) Visitor Counter : 166