ପୋଷ୍ଟ କରାଯିବା ଦିନାଙ୍କ:
19 OCT 2021 9:33AM by PIB Bhubaneswar
ମିଲାଦ-ଉନ-ନବୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମିଲାଦ-ଉନ-ନବୀ ଶୁଭେଚ୍ଛା । ସର୍ବତ୍ର ଶାନ୍ତି ଏବଂ ସମୃଦ୍ଧି ଦେଖାଦେଉ । ସମସ୍ତଙ୍କ ହୃଦୟ ଦୟା ଏବଂ ଭାତୃତ୍ଵ ଭାବନାରେ ଭରିଯାଉ । ଇଦ୍ ମୁବାରକ!”
**********
TRP/