ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜନ୍ମଦିନ ଅବସରରେ ଲତା ମଙ୍ଗେସକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2021 11:01AM by PIB Bhubaneswar
ଜନ୍ମଦିନ ଅବସରରେ ଲତା ମଙ୍ଗେସକର ଜୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ସମ୍ମାନନୀୟା ଲତା ଦିଦିଙ୍କୁ ଜନ୍ମଦିନର ଶୁଭେଚ୍ଛା । ତାଙ୍କ ସୁମଧୁର ସ୍ୱର ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି । ନମ୍ରତା ତଥା ଭାରତୀୟ ସଂସ୍କୃତି ପ୍ରତି ଭଲ ପାଇବା ଯୋଗୁଁ ସେ ସମ୍ମାନନୀୟା । ବ୍ୟକ୍ତିଗତ ଭାବେ ତାଙ୍କ ଆଶୀର୍ବାଦ ସାମର୍ଥ୍ୟର ଅନ୍ୟତମ ସ୍ରୋତ । ଲତା ଦିଦିଙ୍କ ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି ।”
SR
(ରିଲିଜ ଆଡି: 1758893)
ପରିଦର୍ଶକ କାଉଣ୍ଟର : 269
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam