ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଖଡା ପରିଷଦର ସଭାପତି ଶ୍ରୀ ନରେନ୍ଦ୍ର ଗିରିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 20 SEP 2021 8:10PM by PIB Bhubaneshwar

ଆଖଡା ପରିଷଦର ସଭାପତି ଶ୍ରୀ ନରେନ୍ଦ୍ର ଗିରିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆଖଡା ପରିଷଦର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର ଗିରି ଜୀଙ୍କ ଦେହାବସନା ଅତ୍ୟନ୍ତ ଦୁଃଖଦ । ଆଧ୍ୟାତ୍ମିକ ପରମ୍ପରା ପ୍ରତି ସମର୍ପିତ ରହିବା ସହ ସେ ସନ୍ଥ ସମାଜର ଅନେକ ଧାରାକୁ ଏକ ସଙ୍ଗେ ଯୋଡି ରଖିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ପ୍ରଭୁ ତାଙ୍କୁ ନିଜ ଶ୍ରୀ ଚରଣରେ ସ୍ଥାନ ଦିଅନ୍ତୁ । ଓଁ ଶାନ୍ତି ।

SR



(Release ID: 1756580) Visitor Counter : 160