ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ଅପ୍ଡେଟ
ପୋଷ୍ଟ କରାଯିବା ଦିନାଙ୍କ:
02 SEP 2021 9:30AM by PIB Bhubaneshwar
ଗତ ୨୪ଘଣ୍ଟାରେ ୮୧ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି ।
ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୬୬.୩୦ କୋଟିରୁ ଅଧିକ ଟିକା ଦାନ କରାଯାଇଛି ।
ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୪୭,୦୯୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।
ସକ୍ରିୟ ମାମଲା ସର୍ବମୋଟ ମାମଲାର ୧.୧୯ ପ୍ରତିଶତ ଅଟେ ।
ଭାରତରେ ବର୍ତ୍ତମାନ ୩, ୮୯, ୫୮୩ ସକ୍ରିୟ ରୋଗୀ ରହିଛନ୍ତି ।
ବର୍ତ୍ତମାନ ଆରୋଗ୍ୟ ହାର ୯୭.୪୮ ପ୍ରତିଶତ ରହିଛି ।
ଗତ ୨୪ଘଣ୍ଟା ମଧ୍ୟରେ ୩୫,୧୮୧ ରୋଗୀ ସୁସ୍ଥ ହୋଇଛନ୍ତି, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୨୦, ୨୮, ୮୨୫ରୋଗୀ ସୁସ୍ଥ ହୋଇଛନ୍ତି ।
ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୨.୬୨ ପ୍ରତିଶତ ରହିଛି, ଯାହା ଗତ ୬୯ ଦିନରେ ୩ ପ୍ରତିଶତରୁ କମ୍ ।
ଦୈନିକ ପଜିଟିଭିଟି ହାର ୨. ୮୦ ପ୍ରତିଶତ ଅଟେ ।
ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୨.୪୮କୋଟି ପରୀକ୍ଷଣ କରାଯାଇସାରିଛି ।
****
NS / SLP
(ରିଲିଜ ଆଡି: 1751521)
ପରିଦର୍ଶକ କାଉଣ୍ଟର : 286
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam