ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କନିଷ୍ଠ ବିଶ୍ୱ କୁସ୍ତି ଚମ୍ପିଅନସିପ୍ ୨୦୨୧ ରେ ପଦକ ଜିଣିଥିବା କୁସ୍ତି ଯୋଦ୍ଧାମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 23 AUG 2021 1:31PM by PIB Bhubaneswar

କନିଷ୍ଠ ବିଶ୍ୱ କୁସ୍ତି ଚମ୍ପିଅନସିପ୍ ୨୦୨୧ ରେ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁସ୍ତି ଯୋଦ୍ଧାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ପ୍ରତିଭାଶାଳୀ କୁସ୍ତିଯୋଦ୍ଧା ମାନଙ୍କ ପାଇଁ ଅଧିକ ଶକ୍ତି! କନିଷ୍ଠ ବିଶ୍ୱ କୁସ୍ତି ଚମ୍ପିଅନସିପ୍ ୨୦୨୧ ରେ ଆମର ପୁରୁଷ ଏବଂ ମହିଳା ଦଳ ୪ ଟି ରୌପ୍ୟ ସମେତ ମୋଟ ୧୧ ଟି ପଦକ ସହିତ ଫେରି ଆସିଛନ୍ତି । ସଫଳତା ପାଇଁ ଦଳକୁ ବଧାଇ ଏବଂ ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ।

 

HS


(ରିଲିଜ ଆଡି: 1748320) ପରିଦର୍ଶକ କାଉଣ୍ଟର : 225