ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପ୍‌ଟେଡ

Posted On: 22 AUG 2021 9:33AM by PIB Bhubaneshwar

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୫୮.୧୪କୋଟିରୁ ଅଧିକ ଟିକା ଦିଆଯାଇସାରିଛି ।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୩୦,୯୪୮ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । 

ସକ୍ରିୟ ରୋଗୀଙ୍କ ସଂଖ୍ୟା ସମଗ୍ର ସଂକ୍ରମିତଙ୍କ ସଂଖ୍ୟାର ୧.୦୯ ପ୍ରତିଶତ ରହିଛି, ଯାହା ମାର୍ଚ୍ଚ ୨୦୨୦ ପରେ ସବୁଠାରୁ କମ୍ । 

ଭାରତରେ ବର୍ତ୍ତମାନ ୩,୫୩,୩୯୮ ସକ୍ରିୟ ରୋଗୀ ଅଛନ୍ତି, ଯାହା ୧୫୨ ଦିନରେ ସବୁଠାରୁ କମ୍ ।  

ଆରୋଗ୍ୟହାର ବୃଦ୍ଧି ଘଟି ୯୭.୫୭ ପ୍ରତିଶତ ରହିଛି, ଯାହା ମାର୍ଚ୍ଚ ୨୦୨୦ ପରେ ସବୁଠାରୁ ଅଧିକ ।

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୧୬,୩୬,୪୬୯ ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ ୨୪ଘଣ୍ଟା ମଧ୍ୟରେ ୩୮,୪୮୭ ରୋଗୀ ସୁସ୍ଥ ହୋଇଛନ୍ତି, ଗତ ୫୮ ଦିନରେ ୩ ପ୍ରତିଶତରୁ କମ୍ ରହିଛି । 

ଦୈନିକ ପଜିଟିଭିଟି ହାର ୧.୯୫ ପ୍ରତିଶତ ରହିଛି, ଏହା ଗତ ୨୭ଦିନରେ ୩ ପ୍ରତିଶତରୁ କମ୍ । 

ପରୀକ୍ଷଣ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି - ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୦.୬୨ କୋଟି ପରୀକ୍ଷଣ କରାଯାଇସାରିଛି ।

*****

NS / SLP

 



(Release ID: 1748024) Visitor Counter : 178